କପି ଧରା ପଡ଼ିବାରୁ ଉତ୍ତର ଖାତା ଚିରିଲେ ଅଧ୍ୟାପକଙ୍କୁ ପିଟିଲେ, ଥାନାରେ ଦୁଇ ଛାତ୍ର ଅଟକ

ଗୋପାଳପୁର : ପରୀକ୍ଷାରେ କପି ଧରା ପଡ଼ିଯିବାରୁ ଦୁଇ ଜଣ ଛାତ୍ର ପରୀକ୍ଷା ହଲ୍‌ରେ ଉନ୍ମତ୍ତକାଣ୍ଡ କରିଛନ୍ତି। ଅନ୍ୟ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ଭିଡ଼ି ଆଣି ଚିରି ଦେବା ସହିତ ନିୟନ୍ତ୍ରକ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଡୁରା କନିଷ୍ଠ ମହାବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଘଟିଥିବା ଏଭଳି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ … Continue reading କପି ଧରା ପଡ଼ିବାରୁ ଉତ୍ତର ଖାତା ଚିରିଲେ ଅଧ୍ୟାପକଙ୍କୁ ପିଟିଲେ, ଥାନାରେ ଦୁଇ ଛାତ୍ର ଅଟକ